ମୋ ପରିବାର “ମେ ଆଇ ହେଲ୍ପ ଇଉ” ତରଫରୁ ୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ-୨୦୨୧ପାଳିତ

ବାଲେଶ୍ୱର/ଜଳେଶ୍ୱର;୩୦/୦୧: (ବ୍ରଜ ଗୋପାଳ ସେନଙ୍କ       ଠାରୁ)  ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜାନୁଆରୀ ୩୦ରେ ଜଳେଶ୍ୱର ବଡବଜାର ଛକ ନିକଟରେ ସଡକ ସୁରକ୍ଷା ଦିବସ   ପାଳିତ ହୋଇଯାଇଛି।  ଅଦ୍ୟ ଦିନରେ ଜଳେଶ୍ୱର ଥାନା ଆଇ ଆଇ ସି ମାନସ କୁମାର ଦେଓ କଂ ନେତ୍ରୁତ୍ୱରେ ଓ ସ୍ୱଛାସେବୀ ସଂଗଠନ ମେ ଆଇ ହେଲ୍ ୟୁ ର ପ୍ରତିଷ୍ଟାତା ଜଗ୍ନନାଥ ପରିଡା ଓ ସଂଦୀପ୍ ମହାନ୍ତି,ଅଜିତ ଜେନା,ସୁଭାଶିଷ ହୁଇ,ସଂଜୀବ ପାତ୍ର,ସମର ଦାସ୍,ଅଖୟ ପାଣିଗ୍ରାହୀ,ଦେବିରାଣୀ ପରିଡା,ଶୁଚିସ୍ମିତା ପ୍ରଧାନ,ତପନ ଆଚାର୍ଯ୍ୟ,ରଜତପ୍ରିୟା ସାମଲ,ରମାକାନ୍ତ ବେହେରା,ଉପସ୍ତିତ ଥିଲେ ସହାୟତାରେ ଅଦ୍ୟ ଦିନରେ ଲୋକଙ୍କୁ   ହେଲମେଟ   ପିନ୍ଧିବା ଓ ନିଜକୁ ସୁରକ୍ଷିତ  ରହିବାକୁ ସଚେତନ କରାଇଥିଲେ।ଆଇ ଆଇ ସି ମାନସ୍ କୁମାର ଦେଓ କହିଥିଲେ ହେଲମେଟ ପିନ୍ଧି ନିଜକୁ ସୁରକ୍ଷିତ ରଖିବା ସହ ଫାଇନ ଠାରୁ ଦୂରରେ ରହନ୍ତୁ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close