କଳିଙ୍ଗନଗରର ଟ୍ରେଲର ମାଲିକ ସଂଘର ବୈଠକ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରର ଟ୍ରେଲର ମାଲିକ ସଂଘ ତରଫରୁ ଗତ ତା ୩/୭/୨୧ ରିଖରେ ଦିଆଯାଇଥିବା ଦାବୀପତ୍ରର ସମାଧାନ ପାଇଁ ଆଜି ସୋମବାରର ସମୟ ପ୍ରଶାସନ ଓ ବି ଆର ପି ଏଲ କତୃପକ୍ଷଙ୍କ ତରଫରୁ ଦିଆଯାଇଥିଲା। କିନ୍ତୁ କୌଣସି କାରଣ ବଶତଃ ଆଜିର ବୈଠକ ଗାଡ଼ିମାଲିକଙ୍କ ସହ ହୋଇପାରିନଥିଲା ତେଣୁ ସେମାନେ ଆସନ୍ତା କାଲି ଅପରାହ୍ନ ୧୨ ରେ ବୈଠକର ସମୟ ନିର୍ଦ୍ଧାରିତ କରିଥିବାର ଟ୍ରେଲର ମାଲିକ ସଂଘକୁ ଜଣାଇଛନ୍ତି । ଏ ନେଇ ଆଜି ଟ୍ରେଲର ମାଲିକ ସଂଘର ଏକ ଜରୁରୀକାଳୀନ ବୈଠକ କରାଯାଇ ଆଗାମୀ ପଦକ୍ଷେପ ଓ ଅନ୍ୟାନ୍ୟ ଜରୁରୀ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇ ଥିଲା। ଯଦି ପ୍ରଶାସନ କିମ୍ବା BRPL ତରଫରୁ ଗାଡ଼ିମାଲିକଙ୍କୁ ସୁହାଇଲା ପରି କିଛି ନିଷ୍ପତି ନୀୟ ନ ଯାଏ ତେବେ ଗାଡ଼ି ମାଲିକ ସଂଘ ରାସ୍ତାକୁ ଓହ୍ଲେଇ ବାକୁ ବାଧ୍ୟ ହେବେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close