ବିଜେପି  କାର୍ଯ୍ୟକର୍ତା ତରଫରୁ ସାବୁନ ଓ ମାସ୍କ ବଣ୍ଟନ

ବ୍ୟାସନଗର; ୦୫/୦୬ ( ବସନ୍ତ କୁମାର ପାତ୍ରଙ୍କ ଠାରୁ): 
ବ୍ୟାସନଗର ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତାଙ୍କ ତରଫରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ବ୍ୟାସନଗର ଭାଜପା  ତରଫରୁ ସେବା ହିଁ ସଂଗଠନକୁ ଆଧାର କରି ସ୍ଥାନୀୟ ଉମାପଦା ଓ ସତ୍ୟସାଇ ମନ୍ଦିର ପାଖ ବସ୍ତିରେ  ମାସ୍କ, ସାବୁନ ବଣ୍ଟନ କରିବା ସହ ଲୋକ ମାନଙ୍କୁ କରୋନା କବଳରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର  ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ତଥା ଆଇନଜୀବି ଚନ୍ଦ୍ର ଶେଖର ପଣ୍ଡା, ପୂର୍ବତନ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ, ପୂର୍ବତନ ଯାଜପୁର ଜିଲ୍ଲା  ଯୁବମୋର୍ଚା ସଭାପତି ଆଲେକଜାଣ୍ଡାର ଦାସ, ପୂର୍ବତନ ମଣ୍ଡଳ ସଭାପତି ବିଜୟ ପଣ୍ଡା ବ୍ୟସଦେଵ ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଶାନ୍ତ ବୋଇତେଇ,ଉପ ସଭାପତି ମନୋଜ ଦାସ, ଅରୁଣ ଦାସ, ଏସି ମୋର୍ଚ୍ଚା ସଭାପତି ନିରଞ୍ଜନ ପେରେଇ, କୋଷଧକ୍ଷ କାଇପଦର ମଣ୍ଡଳ ଓ ଯଶୋବନ୍ତ ମଲ୍ଲିକ  ପ୍ରମୁଖ ଉପସ୍ଥିତ ଥିଲେ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close