ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଧାନ ଗୋଦାମ

ବାଲେଶ୍ବର / ଜଳେଶ୍ବର ; ୨୬/୦୫ ( ଉ.ପ୍ର ): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ୍ର ନେତୁଆ ପଂଚାୟତର ସାହାପୁର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନେକ ଦିନରୁ ଧାନ ଗୋଦାମ କରି ଜବର ଦଖଲ ଚାଲିଛି।  ଗ୍ରାମର କିଛି ଲୋକ ପ୍ରତିବାଦ୍ କରିବାରୁ ଅବରୋଧକାରି ମାନେ କହୁଛନ୍ତି ଆମେ ରଖିବୁ । ପ୍ରତିବାଦକାରିମାନେ ନେତୁଆ ପଂଚାୟତର ସରପଂଚକୁ ଯୋଗାଯୋଗ କରିଥିଲେ ହେଁ ତାଂକ ସ୍ୱାମୀ  ଜଣେ ସରକାରୀ ମାଷ୍ଟର ରହି ମଧ୍ୟ ପ୍ରତେକ କ୍ଷେତ୍ରରେ ସେ ନିଜକୁ ସରପଂଚ ରୂପରେ ଉପସ୍ଥାପନା କରନ୍ତି। ଅଦ୍ୟ ଦିନରେ ସରପଂଚଙ୍କ ସ୍ୱାମୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ବୁଝିବେ ବୋଲି କହିଁ ଆଉ କିଛି କହିଲେ ନାହଁ ସେ କେବଳ ବି ଡ଼ି ଓଙ୍କ ମୋବାଇଲ୍ ନମ୍ବର ଦେଇ ଚୁପ୍ ରହିଗଲେ କିନ୍ତୁ କିଛି ବୁଝିଲେ ନାହିଁ। ଏଣୁ ଆମେ ପ୍ରତିାବାଦ କରି ଜଳେଶ୍ୱର ବ୍ଲକ୍ର ବି ଡ଼ି ଓ ମହୋଦୟ ଙ୍କୁ ଯୋଗା ଯୋଗ କରିଥିଲେ ହେଁ ସେ ବୁଝିବେ କହି କିଛି କଥା ରଖିଲେ ନାହିଁ। ୟସ୍ ପରି ଭୟଂକଂର ବାତ୍ୟା ଆସୁଥିଲା ବେଳେ ସାହାପୁର ଗ୍ରାମରେ ସ୍କୁଲ ଘର ଥିବା ବେଳେ ଏବେ ଯେଉଁ କରୋନା ମହାମାରୀ ସମୟରେ ସାହାପୁର ସ୍କୁଲ ଛାଡି ୧.୫କି.ମି ଦୂରକୁ ଯିବା ତାହା କେତେ ଦୂର ସଂମ୍ଭବ୍ ତାହା ସରକାର ବିଚାର କରିବେ କିନ୍ତୁ ଉଲେଖଥାଉକି ସାହାପୁର ଗ୍ରାମର ରେ ସ୍କୁଲ୍ଟା କଣ ଧାନ ଗୋଦାମ୍ । ମାନ୍ୟବର ଗଣ ଶିଖ୍ୟା ମନ୍ତ୍ରୀ ଏହାକୁ ଦ୍ରୂଷ୍ଟିକୁ ଆଣନ୍ତୁ । ଏହା ଏକ ମନ୍ଦିର ଅଟେ ଏହାକୁ ସଦୁପଯୋଗ କରିବା ଆମର କାମ । ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଲେ ଗ୍ରାମବାସୀ ୟାସ ଭଳି ବାତ୍ୟା ସମୟରେ ଏବଂ କୋଭିଡ ମହାମାରୀ ସମୟରେ ଘର ଦ୍ୱାର ଭାଙ୍ଗି ଯାଇଥିଲେ ଆଶ୍ରୟ ନେଇ ପାରନ୍ତେ। ଏଥି ପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close