ୟାସର ପୂର୍ବାନୁମାନ ଦିନ ୧୦ ରୁ ୧୧ ମଧ୍ୟରେ ଲ୍ୟାଣ୍ଡଫଲ ଅନୁମାନ

ବାଲେଶ୍ୱର; ୨୬/୦୫ ( ବ୍ରଜ ଗୋପାଳ ସେନଙ୍କ ଠାରୁ ) : ” ୟାସ୍”ର  ଘଂଟା ପ୍ରତି  ବେଗ ୧୨କିମି ରହିବ ବୋଲି   ଏସ ଆର ସି  ପକ୍ଷରୁ ସୁଚନା ଦିଆଯାଇଛି କିନ୍ତୁ ଲେନ୍ଡଫଲ କରିବ ୧୦ଟା ରୁ ୧୧ଟା ମଧ୍ୟରେ । ପବନର ଗତିପଥ ଆନୁମାନିକ ୧୩୦କିମି ଘଂଟା ପ୍ରତି ରହିବ ବୋଲି ଆଶା କରାଯାଉଛି ଓ ଲେଣ୍ଡଫଲ କରିବାର ଦିଗ ବାସୁଦେବପୁର,ବାହାନଗା ଏରିଆ ର କିଛି ଅଂଶ ଉତ୍ତରକୁ ଓ ଦକ୍ଷିଣ ଭାଗକୁ ଗତିପଥ ରହିବ ବୋଲି ଟୁଇଟ୍ ମାଧ୍ୟମରେ ଏସ ଆର ସି  ପ୍ରଦୀପ ଜେନା  କହିଛନ୍ତି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close