ବିଶ୍ୱ ମାତୃ ଦିବସରେ ସମାଜସେବୀଙ୍କ ପ୍ରତିକ୍ରିୟା

 

ବ୍ୟାସନଗର,୧୧/୫(ଗୈାରୀ ଶଙ୍କର ପତି/ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ବିଶ୍ୱ ମାତୃ ଦିବସ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । କରୋନାର ୨ୟ ଲହରୀ ପାଇଁ ସର୍ବତ୍ର କଟକଣା ଲାଗୁ ହୋଇଥିବା ବେଳେ ଲୋକେସବୁ ଘର ମଧ୍ୟରେ ଆବଦ୍ଧ ହୋଇ ରହିଛନ୍ତି, କାଁ ଭାଁ ବାହାରକୁ ବାହାରୁଛନ୍ତି । ଏହାରି ମଧ୍ୟରେ ମାଁଙ୍କ ମମତାଙ୍କୁ ଅଧିକାଂଶ ସନ୍ତାନ ସନ୍ତତି ଭୁଲି ନାହାନ୍ତି । ଅଧିକାଂଶ ବ୍ୟକ୍ତି ସୋସିଆଲ ମିଡିଆରେ ସେମାନଙ୍କ ମା’ଙ୍କ ପ୍ରତି ଥିବା ତାଙ୍କର ଭକ୍ତି ଭାବ ଓ ନିବିଡ ଭଲ ପାଇବାକୁ ପ୍ରସାର କରିବାକୁ ଚେଷ୍ଟା କରିଛନ୍ତି । ସୋସିଆଲ ମିଡିଆ ଆସିଗଲା ପରେ ଅବଶ୍ୟ ବିଭିନ୍ନ ଦିବସକୁ ବିଶ୍ୱର କୋଣ ଅନୁକୋଣରେ ପହଚାଂଇବା ସହଜ ହୋଇଛି । ବହୁ ମାଆ ମଧ୍ୟ ଏହି ଅବସରରେ ସେମାନଙ୍କ ସନ୍ତାନ ସନ୍ତତିଙ୍କ ଶୁଭ କାମନା କରିଛନ୍ତି । ବହୁ ବ୍ୟକ୍ତି ମଧ୍ୟ ସେମାନଙ୍କ ଦିବଗଂତ ମାଆଙ୍କ ସ୍ମୃତିକୁ ମନେପକାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆସନ୍ତୁ ଏଠାରେ ୨ ଜଣ ସମାଜସେବୀ ଯଥା:- ପାଣିକୋଇଲି ଅଂଚଳର ସମାଜସେବୀ ଓ ରାଜନେତା ରାମଚନ୍ଦ୍ର ବାରିକ ଓ ବ୍ୟାସନଗର ପୈାର ପରିଷଦ ଅଂଚଳର ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତିଙ୍କର ଆଜିକାଲି ପାଳିତ ହେଉଥିବା ‘ବିଶ୍ୱ ମାତୃ ଦିବସ’ ଉପରେ କ’ଣ ରହିଛି ପ୍ରତିକ୍ରିୟା ଜାଣିବା:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close