ଧିରଳ ଗ୍ରାମରେ ସାଂକୃତିକ କାର୍ଯ୍ୟକ୍ରମ- ଆଦୀବାସି ନୃତ୍ୟର ଝଲକ

ମୟୁରଭଞ୍ଜ ; ୧୧/୦୧ ( ଲଷ୍ମୀ ନାରାୟଣ ରାଉତରାୟଙ୍କ ଠାରୁ ) ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ହାତିଗୋଡା ପଂଚାୟତର ଧିରଳ ଗ୍ରାମରେ ଏକ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକାରର ଖେଳ ସହ ଆଦୀବାସି ନୃତ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାତିଗୋଡା ପଂଚାୟତର ସରପଞ୍ଚ ରମେଶଚନ୍ଦ୍ର ନାଇକ ଯୋଗଦେବା ସହ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କରଞ୍ଜିଆ କୁଳୀପସିର ନୃତ୍ୟ ଦଳ ଏଥିରେ ଭାଗ ନେଇ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରିଥିଲେ। କୋଭିଡ ନିୟମାନୁଯାଇ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଦର୍ଶକ ନାଚଗୀତରେ ମସଗୁଲ ଥିଲେ। ଏଭଳି ନୃତ୍ୟ କୁ ଦର୍ଶକ ମହଲରେ ପ୍ରଶଂସା କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close