ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନ ତରଫରୁ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର/ଜଳେଶ୍ୱର; ୩୦/୦୪ ( ବ୍ରଜ ଗୋପାଳ ସେନଙ୍କ ଠାରୁ) ଜଳେଶ୍ୱର ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନ ତରଫରୁ କରୋନା ମହାମାରୀକୁ ନଜରରେ ରଖି ଜଳେଶ୍ୱର ସରକାରୀ ଡାକ୍ତରଖାନା ଜି କେ ଭଟ୍ଟର ହସ୍ପିଟାଲରେ ସ୍ୱଚ୍ଛତା ସହ ସେନୀଟାୟଜର ପ୍ରତ୍ୟକ ୱାର୍ଡରେ ସାମାଜିକ ସଂଗଠନ ଦ୍ୱାରା କରାଯାଇଥିଲା ଏବଂ ରୋଗୀ ମାନଙ୍କ ସୁଖ ଦୁଖ ବୁଝିବା ସହିତ ସଫା କରାଯାଇଥିବା ଅଳିଆ ଆବର୍ଜନାକୁ ନିଆଁ ଲଗାଇଥିଲେ, ଜନସାଧାରଣଙ୍କୁ ମାସ୍କ ସଚେତନତା କରାଇଥିଲେ,ଏହି କାଯ୍ୟକ୍ରମରେ ଜଳେଶ୍ୱର ଆଇ ଆଇ ସି ମାନସ ଦେଓ, ରକ୍ତଦାତା ସଭ୍ୟ କମଲଚକ୍ରବର୍ତ୍ତ ଏବଂ ମନୋରଞ୍ଜନ ଦାସଙ୍କ ଉପସ୍ଥିତରେ ହୋଇଥିଲା, ସଂଗଠନର ସଭାପତି ଜଗନ୍ନାଥ ପରିଡାଙ୍କ ସହିତ ଉପଦେଷ୍ଟା ନରହରି ବେହରା, ମନରଞ୍ଜନ ପ୍ରଧାନ,ସତ୍ୟବ୍ରତ ପ୍ରାମାଣିକ, ଏସ କେ ଆବେଦ, ରମେଶ ଜେନା, ସୁମିତ ମହାନ୍ତି, ହେମନ୍ତ ଜେନା, ଅଂଶୁମାନ ମହାନ୍ତି, କାଳିଚରଣ ରାଜ, ଗୌତମ ପାତ୍ର, ଦେବବ୍ରତ ପଣ୍ଡା, ଶୁଚିସ୍ମିତା ପ୍ରଧାନ, କାନନ ବାଳା ଜେନା, ସୀମାରାଣୀ ହୁଈ,କିଶୋର କୁମାର ସାହୁ,ସତ୍ୟରଞ୍ଜନ ପ୍ରଧାନ,ରାଜୀବ ବେହେରା,ଏଲେନ ଘୋଷ, ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ, ମେଡିକାଲ କତୃପକ୍ଷ ତରଫରୁ ସାମଜିକ ସଂଗଠନକୁ ପ୍ରସଂସା କରିଯାଇଥିଲା |

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close