ଶ୍ରୀବନ୍ତପୁର ପୁରୁଣା ପୋଲମୁଣ୍ଡ ଠାରେ ମା ବାସନ୍ତୀ ଦୁର୍ଗା ପୂଜା ଅନୁଷ୍ଠିତ

ଯାଜପୁର,୨୩/୪(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଶ୍ରୀବନ୍ତପୁର ପଂଚାୟତର ପୁରୁଣା ପୋଲମୁଣ୍ଡ ଠାରେ ମା ବାସନ୍ତୀ ଦୁର୍ଗା ପୂଜା ଯଥା ଵିଧି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୂଜାରେ ଶ୍ରୀବନ୍ତପୁର ପଂଚାୟତର ସମିତି ସଭ୍ୟ ରବୀନ୍ଦ୍ର ପ୍ରତିହାରୀ କର୍ତା ଭାବେ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଉକ୍ତ ପୂଜାରେ ଅନ୍ୟାନ ସଭ୍ୟ ଭାବରେ ବିଶ୍ୱାମିତ ସୁବୁଦ୍ଧି, ରଞ୍ଜନ ସ୍ୱାଇଁ, ଦେବାଶିଷ ସ୍ୱାଇଁ, ଲିଟୁ ସ୍ୱାଇଁ, ବସନ୍ତ ସ୍ୱାଇଁ, କେଶବ ସ୍ୱାଇଁ, ନୀଳମାଧଵ ସ୍ୱାଇଁ, ରାଜେନ୍ଦ୍ର ରାୟ ପ୍ରମୁଖ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close