ଦଳା ସ୍କୁଲ ନିକଟରେ ଦୁର୍ଘଟଣା ଦୁଇଜଣ ଗୁରୁତ୍ତର

ବ୍ୟାସନଗର ; ୧୦/୦୪ ( ଶୁଭେନ୍ଦୁ ନାୟକଙ୍କ ଠାରୁ) : 
ଯାଜପୁର ରୋଡ଼ ଠାରେ ଥିବା ଦଳା ସ୍କୁଲ ନିକଟରେ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତ୍ତର ଆହତ ହୋଇଛନ୍ତି l ସୂଚନା ଅନୁଯାଇ ଆଜି ସକାଳ ସମୟରେ ପାଣିକୋଇଲି ରୁ ଅଟୋରେ ଯାଜପୁରରୋଡ଼ ଆସୁଥିବା ସମୟରେ ଯାଜପୁରରୋଡ଼ ପଟୁ ଯାଉଥିବା ଏକ ଟ୍ରକ ଦଳା ସ୍କୁଲ ନିକଟରେ ଧକ୍କା ଦେଇଥିଲା l ଫଳରେ ଅଟୋରେ ଥିବା ଡ୍ରାଇଭର ସମେତ ଦୁଇଜଣ ଗୁରୁତ୍ତର ହୋଇଥିଲେ l ଉଭୟଙ୍କୁ ପ୍ରଥମେ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଅବସ୍ଥା ଅଧିକ ଗୁରୁତ୍ତର ହେବାରୁ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି l ଗୁରୁତ୍ତର ଜଣକ ସ୍ଥାନୀୟ ସାପଗାଡ଼ିଆ ଅଞ୍ଚଳର ବିଭୁତି ଭୂଷଣ ପଣ୍ଡା ବୋଲି ଜଣା ପଡ଼ିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଟି ଫେରାର ହୋଇଯାଇଛି l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close