ବ୍ୟାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଓ ପ୍ରତିବାଦ

ବ୍ୟାସନଗର ; ୦୮/୦୪ (ଶୁଭେନ୍ଦୁ ନାୟକଙ୍କ ଠାରୁ)  : ବ୍ୟାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଅନଲାଇନ ପରୀକ୍ଷା କରିବା, ଫି ଛାଡ ଓ ଅନ୍ୟାନ୍ୟ ଦାବୀରେ କଲେଜ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଓ ପ୍ରତିବାଦ। ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କଲେ ଛାତ୍ରଛାତ୍ରୀ। କଲେଜ କ୍ୟାମ୍ପସରୁ ସାଇକେଲ ଚୋରୀ ରୋକିବା, ଶ୍ରେଣୀଗୃହ ମରାମତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ କରିବାକୁ ଦାବୀ କଲେ ଛାତ୍ରଛାତ୍ରୀ। କଲେଜ କତ୍ତୃପକ୍ଷ ଙ୍କ ହସ୍ତକ୍ଷେପ ଓ ଦଶ ଦିନ ଭିତରେ ସମସ୍ୟାର ସମାଧାନ କରାଯିବାର ପ୍ରତିଶୃତି ପରେ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନରୁ ଓହରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close