କରୋନା ଟୀକାକରଣକୁ ନେଇ ଅନିୟମିତତା ଅଭିଯୋଗ


ଚଣ୍ଡିଖୋଲ; ୨୩/୦୯ (ବ୍ୟୁରୋ): ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଗୋପାଳପୁର କ୍ଷେତ୍ର ଚିକିତ୍ସାଳୟରେ କରୋନା ଟୀକାକରଣକୁ ନେଇ ଅନିୟମିତତା ଅଭିଯୋଗ । ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କୁ ଅଦରକାରୀ ଖର୍ଚ୍ଚାନ୍ତ କରୁଥିବା ପ୍ରତିବାଦରେ ବଡ଼ଚଣା କଂଗ୍ରେସ ନେତା ଅଜୟ ସାମଲଙ୍କ ନେତୃତ୍ବରେ ବହୁ କଂଗ୍ରେସକର୍ମୀ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଆଗାମୀ ଦିନରେ ଏହାର ସୁଧାର ନ ଆସିଲେ କଂଗ୍ରେସ ପକ୍ଷରୁ ଦୃଢ ଆନ୍ଦୋଳନ କରାଯିବ ବୋଲି କର୍ମୀମାନେ ଚେତାବନୀ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close