ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଘରୋଇ ବିଦ୍ୟାଳୟ

ବ୍ୟାସନଗର; ୨୫/୦୩ ( ପ୍ରଭାତ କୁମାର ଭୂୟାଁଙ୍କ ଠାରୁ): ବ୍ୟାସନଗର ପୋୖରାଞ୍ଚଳରେ ଥିବା ସେଣ୍ଟ ମେରୀ ସ୍କୁଲର ମାନମାନୀ, ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ବେଖାତିର କରିବାରେ ଲାଗିପଡିଛନ୍ତି ଘରୋଇ ବିଦ୍ୟାଳୟ । ବ୍ୟାସନଗର କହ୍ନେଇପୁର ସ୍ଥିତ ସେଣ୍ଟ ମେରୀ ସ୍କୁଲ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ନ ମାନି ଆଦାୟ କରିଚାଲିଛି ଫି। ଫି ନଦେଲେ ପରୀକ୍ଷାରୁ ବଞ୍ଚିତ ରହିବା ଓ ରିପୋର୍ଟ କାର୍ଡ ନ ଦେବା ଭଳି ଏସ ଏମ ଏସ ପଠାଉଛି ବିଦ୍ୟାଳୟ। ନ୍ୟାୟାଳୟର ନିର୍ଦେଶନାମାକୁ ତୁରନ୍ତ ଲାଗୁ କରାଯାଉ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close