“ସୁନ୍ଦର ସମାଜ”ସେବା ସଂଗଠନ ତରଫରୁ ଗୋ ସେବା

ବ୍ୟାସନଗର; ୧୬/୦୩ :  (ଉ.ପ୍ର) ଗତ ୧୫ତାରିଖ ସୋମବାର ସନ୍ଧ୍ୟା ସମୟରେ ଯାଜପୁର ରୋଡ ଅଞ୍ଚଳର ଚୋରଦା ଛକ ଠାରୁ କୁସୁନୁପୁର ଗଣ୍ଡା ନାଳ ପଯ୍ୟନ୍ତ, ଗାଈ ଗୋରୁଙ୍କ ଗାଡି ଧକ୍କାରେ ଜୀବନ ଯାଉଥିବା ଦେଖି “ସୁନ୍ଦର ସମାଜ”ସେବା ସଂଗଠନ ଦ୍ୱାରା କିଛି ଖାଦ୍ୟ ଓ ତାଙ୍କ ବେକ, ସିଙ୍ଗରେ ରେଡ଼ିଆମ ଷ୍ଟ୍ରିପ ଲଗାଯାଇଅଛି। ଅଞ୍ଚଳରେ ଏଭିଳି କାମକୁ ଦେଖି ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟିଛି। ସୁନ୍ଦର ସମାଜ ସଂଗଠନର ଏଭଳି ସେବା ମନବୃତ୍ତି ଚର୍ଚ୍ଚାର ବିଷୟ ହୋଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close