ଶହୀଦ ଭଗତ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭଦ୍ରକ; ୨୩/୦୩ ( ଶିବ ଶଙ୍କର ପଣ୍ଡାଙ୍କ ଠାରୁ) :   ଭଦ୍ରକ ଜିଲ୍ଲା ଶହୀଦ ଭଗତ ସେନା ପକ୍ଷରୁ ଚରମ୍ପା ଆଗ୍ରସେନ ଭବନରେ  ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | କ୍ରାନ୍ତିକାରୀ ଭଗତସିଂଙ୍କ 90 ତମ ଜୟନ୍ତୀ ଅବସରରେ ଭଦ୍ରକ ଶହୀଦ ଭଗତ ସେନା ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ସମାପନ ହୋଇଥିଲା |ଏହି କାର୍ଯ୍ୟକ୍ରମରେ ୩୧୦ୟୁନିଟ ରକ୍ତ ସଂଗ୍ରହ ନିମନ୍ତେ ଆଶା ରଖାଯାଇଛି ବୋଲି ଆବାହକ ଶ୍ରୀ ମହାପାତ୍ର କହିଥିଲେ |

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close