ମର୍ମାହତ ସଡକ ଦୁର୍ଘଟଣା ଦୁଇ ବାଇକ୍  ମୁହାଁମୁହିଁ

ଯାଜପୁର; ୨୧/୦୩ (ବସନ୍ତ କୁମାର ପାତ୍ରଙ୍କ  ଠାରୁ) : ମର୍ମାହତ ସଡକ ଦୁର୍ଘଟଣା ଦୁଇ ବାଇକ୍  ମୁହାଁମୁହିଁ ତିନିଜଣ ଗୁରୁତର ଦାନଗଦି ମେଡିକାଲରେ ଭର୍ତ୍ତି ଏଭଳି ଘଟଣା ଘଟି ଯାଇଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋଲାଙ୍ଗା ଛକ ହନୁମାନ ଢାବା ନିକଟରେ।  ଉଭୟ ବାଇକ୍ ଦୁଇଟି ମୁହାମୁହିଁ ହୋଇଥିଲେ। ଏଥିରେ ସ ସାଇଲୋ ଗ୍ରାମର ଦୁଇଜଣ ଓ ନିମପଲିି ଗ୍ରାମର ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଡାକି ଦାନଗଦି ମେଡିକାଲ ପଠାଇଥିଲେ। ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ  ପଠାଯାଇଛି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close