ଭରତପୁର ପଂଚାୟତ ପି ସି ଆର ଗାଡି ପୋଡି ଘଟଣାକୁ ନେଇ ବିଜେଡିର ଥାନା ଘେରାଉରେ କଂଗ୍ରେସ ପ୍ରତିକିୟା

ଯାଜପୁର ; ୨୧/୦୩ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) :  ଗତ ୬ ତାରିଖ ସଂଧ୍ୟାରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଭରତପୁର ପଂଚାୟତରେ ପୋଲିସ ଭ୍ୟାନ ପୋଡି ଘଟଣା ଦିନକୁ ଦିନ ଜଟିଳ ହୋଇ ଚାଲିଛି ରାଜନୀତି ମଧ୍ୟ ଜୋର ଦାରିବାକୁ ଲାଗୁଚି ,ଏହି ସମୟରେ ୨୫ ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି।ଭରତପୁର ପଂଚାୟତରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲୁ ରହିଥିବା ବେଳେ ସମସ୍ତ ବିରୋଧୀ ଦଳ ମାନେ ଏହାକୁ ନେଇ ବିଭ୍ରାନ୍ତି କରୁଛନ୍ତି ବୋଲି ଶାସକ ଦଳ ଅଭିଯୋଗ ନେଇ ଥାନା ଘେରାଉ କରିଛନ୍ତି । ଓ.ଏହା କହିଛନ୍ତି କି? ଭରତପୁର ପଂଚାୟତ ର ମହିଳା ସରପଞ୍ଚଙ୍କୁ ନେଇ ନାନାଦି ଅଶାଳୀନ ମନ୍ତବ୍ୟ ଦିଆ ଯାଉଛିବୋଲି କିନ୍ତୁ ଏଇଠି ସରିନି ରାଜନୀତି ଯେତେବେଳେ ଅଭିଯୋଗ ନେଇ ଶାସକଦଳର ନେତ୍ରୀ ମାନେ ବାଲିଚନ୍ଦ୍ର ପୁର ଥାନା ଘେରାଉ କରି ବିରୋଧୀ ମାନଙ୍କୁ କଡା ଜବାବ ଦେବାକୁ ଉଦ୍ୟମ କରିଥିଲେ ସେହି ସମୟରେ ଏହାକୁ ନେଇ କଂଗ୍ରେସର ବଡଚଣା ନେତା ଅଜୟ ସାମଲ କିଛି ଅଲଗା ବିବୃତି ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close