ଚଣ୍ଡିଖୋଲରେ କୃଷକଙ୍କ ବିଶାଳ ସମାବେଶ

ଯାଜପୁର; ୨୦/୦୩ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) :  ଯାଜପୁର ଜିଲ୍ଲା  ଚଣ୍ଡିଖୋଲଠାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୃଷକ ମହାପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି।  ଏକାଠି ହୋଇଥିଲେ  ପାଞ୍ଚ ହଜାରରୁ ଅଧିକ ଚାଷୀ I ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ରାଷ୍ଟ୍ରୀୟ କୃଷକ ନେତା ରାକେଶ ଟିକାୟତ, ଗୁରୁନାମ ସିଂ ଚନ୍ଦୁନି ,କଂଗ୍ରେସ ବିଧାୟକ ମହମ୍ମଦ ମୁକିମ ,ବରିଷ୍ଠ ସାମ୍ବାଦିକ ରବି ଦାସ ଏହି ମହାପଞ୍ଚାୟତରେ ଯୋଗଦେଇ କେନ୍ଦ୍ର ସରାକରଙ୍କ କଳାକୃଷି ଆଇନକୁ ବିରୋଧ କରିଥିଲେ । ଏପରିକି କଳା ଆଇନ ପ୍ରତ୍ୟାହାର ନ ହେଲାଯାଏଁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି  ସେ କହିଛନ୍ତି। ଏହି ମହା ସମାବେଶରେ ରାଜ୍ୟରୁ ବିଭିନ୍ନ ପ୍ରାନ୍ତରୁ ୫ହଜାରରୁ ଅଧୀକ ଚାଷୀ ଯୋଗଦେଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close