ଭାରତୀୟ ମୁଭର୍ସ ଅର୍ଗାନାଇଯେସନ ପକ୍ଷରୁ ପୀୟୂଷ ରଂଜନ ସମ୍ବର୍ଦ୍ଧିତ

କଟକ: କଟକ ସଦର ବ୍ଲକ ବୟାଳିଶମୌଜା ଉପକଣ୍ଠ କୂଳକଳପଡା ଗ୍ରାମର ସଫଳ ବ୍ୟବସାୟୀ ପୀୟୂଷ ରଂଜନ ପରିଡ଼ାଙ୍କୁ ଭାରତୀୟ ମୁଭର୍ସ ଅର୍ଗାନାଇଯେସନର ଉତ୍ତର ପ୍ରଦେଶ ବୃନ୍ଦାବନ ଠାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କର୍ମଶାଳାରେ ସମ୍ମାନୀତ କରାଯାଇଛି । ସୂଚନାଯୋଗ୍ୟ ଶ୍ରୀଯୁକ୍ତ ପରିଡା ଦୀର୍ଘ ୧୯ ବର୍ଷ ଧରି ଟ୍ରାନ୍ସଇଣ୍ଟରନେସନାଲ ପ୍ୟାକର୍ସ ଓ ମୁଭର୍ସର ନିର୍ଦେଶକ ଭାବେ କାର୍ଯ୍ୟରତ । ତାଙ୍କ ଦୀର୍ଘ ଦିନ ଧରି ସେବାର ଅନନ୍ୟ ସ୍ୱୀକୃତି ସ୍ବରୂପ  “ଉତ୍କୃଷ୍ଟ ସେଵା ସମ୍ମାନ -୨୦୨୧” ଏବଂ ଏକ୍ସଲେଣ୍ଟ ଆୱାର୍ଡ ଅର୍ଗାନାଇଯେସନର ଅଧ୍ୟକ୍ଷ ନବୀନ ଅଗ୍ରୱାଲ ପ୍ରଦାନ କରିଛନ୍ତି । ସାଧାରଣରେ ପୀୟୂଷ ପରିଡାଙ୍କୁ ଉଚ୍ଚ ପ୍ରସଂଶା କରାଯାଇଛି ।
Attachments area
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close