ମେ ଆଇ ହେଲ୍ପ ୟୁ ମୋ ପରିବାର ଜଳେଶ୍ୱର ସାମାଜିକ ସଂଗଠନ ତରଫରୁ ଏକ “ଜଳଛତ୍ର ” ର ଶୁଭାରମ୍ଭ

ବାଲେଶ୍ୱର/ଜଳେଶ୍ୱର; ୧୪/୦୩ ( ବ୍ରଜ ଗୋପାଳ ସେନଙ୍କ ଠାରୁ)   ମେ ଆଇ ହେଲ୍ପ ୟୁ ମୋ ପରିବାର ଜଳେଶ୍ୱର ସାମାଜିକ ସଂଗଠନ ତରଫରୁ ଏକ “ଜଳଛତ୍ର ” ଜଳେଶ୍ୱର ବଡବଜ଼ାର ଛକ ଠାରେ ଗ୍ରୀଷ୍ମ ପ୍ରବାହ ମାସ ଶେଷ ହେବାଯାଏଁ ଅନୁଷ୍ଠିତ କରାଯାଇଥିଲା |
ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ ଅତ୍ୟନ୍ତ ଭୀଷଣ ମାତ୍ରାରେ ହେବ ବୋଲି ପାଣିପାଗ ସୂଚନା ମିଳିଛି। ଏହି ପରିପକ୍ଷୀରେ ଅନୁଷ୍ଠାନ ତରଫରୁ ଜନସାଧାରଣଙ୍କ ପାଇଁ ନିଶୁଳ୍କ   ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯାଇଛି, ଏହି କାଯ୍ୟକ୍ରମକୁ ସମାଜସେବୀ କମଲ ଚକ୍ରବର୍ତ୍ତୀ ଶୁଭ ଉଦ୍ଘାଟନ କରିଥିଲେ ଏବଂ ଅନୁଷ୍ଠାନର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ସମ୍ପୂର୍ଣ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ, ଏହି କାଯ୍ୟକ୍ରମରେ ସଂଗଠନର ପ୍ରତିଷ୍ଠାତା ଜଗନ୍ନାଥ ପରିଡା, ଉପଦେଷ୍ଟା ନରହରି ସାମଲ, ରମେଶ ଜେନା ଏସ କେ ଆବେଦ, ସତ୍ୟବ୍ରତ ପ୍ରାମାଣିକ, ଆଶୁତୋଷ ଜେନା,ବରୁଣ ଜେନା, ତୋଫାନ ଆଚାର୍ଯ୍ୟ, ରାଜୀବ ବେହେରା,ଯୋଗେସ ରାଠୀ, ଜୟଦେବ ସାମଲ, ଦେବବ୍ରତ ପଣ୍ଡା, ଏଲେନ ଘୋଷ, ସଚ୍ଚିଦାନନ୍ଦ ଦାସ, ଗୀତାରାଣୀ ଦାସ, ସୁଷମା ପ୍ରଧାନ,ଶ୍ରବଣ ଜେନା,ସଂଜୀବ ପାତ୍ର,ପିଣ୍ଟୁ ଜେନା ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close