ଯୋଡ଼ାରୁ ପାରାଦ୍ୱୀପ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ନୟାଗଡ଼ ଗୋଳେଇଛକରେ ଡାଇଭର୍ଶନ ଉପରକୁ ମାଡିଯାଇଛି

ଯାଜପୁର; ୧୦/୦୩ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ଆଜି ଦିନ ଦୁଇଟା ସମୟରେ ଯୋଡ଼ାରୁ ପାରାଦ୍ୱୀପ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ନୟାଗଡ଼ ଗୋଳେଇଛକ ଠାରେ ଡାଇଭର୍ଶନ ଉପରକୁ ମାଡିଯାଇଥିବାର ସୂଚନା ମିଳିଛି।ସୂଚନାନୁଯାୟୀ ଟ୍ରକଟି ଦୃତଗାମୀ ଥିବା ଯୋଗୁଁ ଏଭିଳି ଘଟଣା ଘଟିଛି। ଏଥିରେ କାହାର କିଛି କ୍ଷତି ହୋଇନଥିବାର ସୂଚନା ମିଳିଛି। ରାସ୍ତାରେ ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି ।ଡ୍ରାଇଭରର ଅସାବଧାନତା ଯୋଗୁଁ ଦୁର୍ଘଟଣା ସଂଖ୍ୟା ବଢୁଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close