ନହୁଣୀପସି ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଲୋକେ ଆତଙ୍କିତ

ଯାଜପୁର;୦୬/୦୩(ସୁଭେନ୍ଦୁ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅଧିନସ୍ଥ ଶାଳୀ ଜଙ୍ଗା ନିକଟସ୍ଥ ନହୁଣୀପସି ଜଙ୍ଗଲରେ ଲାଗିଛି ନିଆଁ ! ନିଆଁକୁ ଲିଭେଇବାକୁ ସ୍ଥାନୀୟ ଲୋକେ ଜୋରଦାର ଲାଗିଥିବାବେଳ ଏଯାଏଁ ଅଗ୍ନିଶମ ଭିଭାଗ ପହଞ୍ଚି ପାରିନି ! ନିଆଁର ପ୍ରଭାବ ବଢିବଢି ଚାଲିଥିବାବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କିତ ଦେଖିବାକୁ ମିଳିଛି ! ଏହି ନିଆଁ କେମିତି ଲାଗିଲା ତାହା ଏଯାଏଁ ଜଣାପଡ଼ିନଥିବାବେଳେ ଗ୍ରାମବାସୀମାନେ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ବନ ବିଭାଗ ଓ ଅଗ୍ନିଶମ ବିଭାଗ ଏଯାଏଁ ପହଞ୍ଚି ପାରିନି ! ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ କିଛି ମାତ୍ରାରେ ନିଅନ୍ତ୍ରଣ କରାଯାଇଥିଲା କିନ୍ତ ପବନ ଦେବା ଫଳରେ ନିଆଁ ଜଙ୍ଗଲର ଚାରିପାଖରେ ଲାଗିଯାଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close