ମୋଦି ମ୍ୟାଜିକକୁ ଟୁଟୁଙ୍କ ବଳିଷ୍ଠ ସଙ୍ଗଠନରେ ଗେରୁଆମୟ ହେଲା ଦାମୋଦରପୁର

ଯାଜପୁର ;୨୭/୦୨(ଶୁଭେନ୍ଦୁ ନାୟକଙ୍କ ଠାରୁ): ମୋଦି ମ୍ୟାଜିକକୁ ଟୁଟୁ ବାବୁଙ୍କ ବଳିଷ୍ଠ ସଙ୍ଗଠନରେ ଗେରୁଆ ମୟ ହେଲା ଦାମୋଦରପୁର । ସୁକିନ୍ଦା ବ୍ଲକ ଦୁଧୁଯୋରି ପଞ୍ଚାୟତ ଦାମୋଦରପୁର ଗ୍ରାମରେ ଅନୁଷ୍ଠିତ ବିଶାଳ ମିଶ୍ରଣ ପର୍ବରେ ପରିବର୍ତନଗାମୀ ସୁକିନ୍ଦାର ଝଲକ ଦେଖିବାକୁ ମିଳିଛି I 1990 ମସିହାରୁ ଜନତା ଓ ବିଜେଡି ଦଳର ତୁଙ୍ଗ ନେତା ତଥା ଦୃଢ ସଙ୍ଗଠକ ଭାବେ ପରିଚିତ ଦାମୋଦରପୁର ଗ୍ରାମର ନେତୃ ମଣ୍ଡଳୀ ବିଜେଡି ଦଳର ଲାଞ୍ଚ ଓ ଲୋଭକୁ ପାଦରେ ଆଡେଇ ସୁକିନ୍ଦା ମାଟିର ଲଢୁଆ ନେତା ଡ଼ଃ ପ୍ରଦୀପ ବଳ ସାମନ୍ତ ( ଟୁଟୁ ବଳ )ଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରତିଶୃତି ବଦ୍ଧତାରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବାରୁ ଭାରତୀୟ ଜନତା ପାର୍ଟି ସୁକିନ୍ଦା ତରଫରୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ I ଆଗାମୀ ଦିନରେ ଦାମୋଦରପୁରର ଏ ମହା ମିଶ୍ରଣ ଦୁଧୁଯୋରି ପଞ୍ଚାୟତରେ ଭାରତୀୟ ଜନତା ପାର୍ଟିକୁ ବିଜୟ ଆଡକୁ ନେଉଥିବା ସ୍ପଷ୍ଟ ଅନୁଭବ ହେଉଛି I

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close