ସିମୁଳିଆ କଲେଜ ନିକଟରେ ପିକଅପ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

 

ସିମୁଳିଆ;୨୩/୦୨:(ମୁକ୍ତିକାନ୍ତ ସାହୁଙ୍କ ଠାରୁ) ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ସିମୁଳିଆ କଲେଜ ନିକଟରେ ଏକ ପିକଅପ ଧକ୍କାରେ ଜଣେ ଚାଷୀର ମୃତ୍ୟୁ ଘଟିଛି।ସୂଚନାନୁଯାୟୀ ସେ ମାର୍କୋଣା ବଜାର ସାହିର ମଦନ ମୋହନ ବେହେରା ନିଜ ବାଡିକୁ ସାଇକେଲରେ ଖତ ନେଇ ଯାଉଥିବା ସମୟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ହଠାତ ବାଲେଶ୍ଵର ରୁ ଭଦ୍ରକ ଅଭିମୁଖେ ଯାଉଥିବା ପିକଅପ ଭ୍ୟାନ ତାଙ୍କ ପଛ ପଟୁ ଧକ୍କା ଦେବା ଫଳରେ ମଦାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତା ରେ ତାଙ୍କୁ ୧୦୮ଜରିଆରେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଏହି ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close