ଭେଲୋରା ଛକରେ ଏକ ସଡ଼କ ଦୁର୍ଘଟଣା,ବାଇକ ଚାଳକ ଅଳ୍ପକେ ବର୍ତ୍ତିଗଲେ

ବାଲେଶ୍ୱର/ବସ୍ତା; ୨୩/୦୨ : (ମୃତ୍ୟୁଞ୍ଜୟ ବାରିକଙ୍କ ଠାରୁ)  ଗତ କାଲି NH – 60 ଭେଲୋରା ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି ସୂଚନା ମୁତାବକ ବାଇକ ଆରୁହୀ ଜଳେଶ୍ୱର ରୁ ବସ୍ତା ମୁଖେ ଯିବା ସମୟରେ ୧୪ ଚକିଆ ଟ୍ରକ ସହ ଧକ୍କା ହେବା ହେତୁ ଭାଗ୍ୟବଶତଃ ଲୋକଟି ଅଳ୍ପକେ ଜୀବିତ ଅବସ୍ଥାରେ ବସ୍ତା ମେଡିକାଲ ରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଭେଲୋରା ଛକରେ ବାରମ୍ବାର ଏଭଳି ଦୃଘଟଣା ଘଟି ଚାଲିଛି ମାତ୍ର ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନଥିବା ଦେଖା ଦେଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close