ନିଷେଧ ସତ୍ୱେ ଯାଜପୁରରେ ବାଣ ଫୁଟିଲା

ଯାଜପୁର, ୧୪/୧୧: ରାଜ୍ୟ ସରକାର ଏବଂ ଯାଜପୁର ଜିଲ୍ଲା ପ୍ରଶାସନ କୋଭିଡ଼ କଟକଣା କାରଣରୁ ବାଣ ଫୁଟାଇବା ଉପରେ ନିଷେଧ କରିଥିବା ବେଳେ ଜିଲ୍ଲାର ବହୁ ସ୍ଥାନରେ ପୋଲିସ ଓ ପ୍ରଶାସନକୁ ଲୁଚକାଳି ଖେଳି କେତେକ ବାଣ ଫୁଟାଇଛନ୍ତି । ମଝିରେ ମଝିରେ ଚାରିଆଡ଼େ ଢ଼ୋ ଢ଼ୋ କରି କିଛି ଆଇନ ଖିଳାପକାରୀ ବାଣ ଫୁଟାଉଥିବାର ଶୁଣାଯାଇଥିଲା । ଯାଜପୁରୋଡ, ଦାନଗଦି, କଳିଙ୍ଗନଗରରେ ବାଣ ଫୁଟାଇବା ପାଇଁ କିଛି ବ୍ୟକ୍ତିଙ୍କ ପାଖରେ କିଛି ଫରକ ପଡିଥିବାର ଦେଖାଯାଇନଥିଲା । ଏ ସଂର୍ପକରେ କେତେଜଣକଙ୍କ ବିରୋଧରେ ଶୃଙ୍ଖଳା ଭଂଗ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣାପଡି ନାହିଁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close