ସହିଦ ହେଇଥିବା ଚାଳିଶ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ବାଲେଶ୍ୱର/ଜଳେଶ୍ୱର;୧୫/୦୨(ବ୍ରଜଗୋପାଳ ସେନଙ୍କ ଠାରୁ) ଗତ କାଲି ମେ ଆଇ ହେଲ୍ପ ୟୁ ମୋ ପରିବାର ସାମାଜିକ ସଂଗଠନ ତରଫରୁ ଜଳେଶ୍ୱର ଖୁଆଡ଼ ପଞ୍ଚାୟତ ରେ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ରେ ସହିଦ ହେଇଥିବା ଚାଳିଶ ଯବାନ ମାନଙ୍କ ପାଇଁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ସହିଦ ଯବାନ ମାନଙ୍କୁ ଏକ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ଏବଂ ସୋଡଚାଳିଶ(47) ୟୁନିଟ ରକ୍ତ ସଂଗ୍ରହ ମଧ୍ୟ୍ୟ ସଂଗଠନ ତରଫରୁ କରାଯାଇ ଥିଲା,ପୁରା ଦେଶବାସୀ ସଂଗଠନର ପ୍ରତ୍ୟେକ ସୋଦସ୍ୟ ଦେଶର ଯବାନ ମାନଙ୍କ ସହ ଛିଡାହେବେ ବୋଲି ପ୍ରତିଶୃତି ସହ ସପଥ ପାଠ କରିଥିଲେ, ଜୟଯବାନ ଜୟ କିସାନର ସ୍ଲୋଗାନ ଦେଇ ମୋହମବତୀ ଜଳେଇବା ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା ଏବଂ କିଛି ଗରିବ ଅସହାୟ ଲୋକଙ୍କୁ ସଂଗଠନ ତରଫରୁ ଶୁଖିଲା ଖାଦ୍ୟ ଗରିବ ବୃଦ୍ଧ ମାନଙ୍କୁ ପ୍ରଦାନ କରାଯାଇଥିଲା,ଏହି କାଯ୍ୟକ୍ରମ ରେ ଖୁଆଡ଼ ଗ୍ରାମର ସମାଜସେବୀ ଅମୁଲ୍ୟ କୁମାର ପାତ୍ର ଉଦ୍ଘାଟନ କରିବା ସହିତ ଜଳେଶ୍ୱର ଆଇ ଆଇ ସି ମାନସ ଦେଓ ଏବଂ କମଲ ଆଚାର୍ଯ୍ୟ କାଯ୍ୟକ୍ରମରେ ସଂଗଠନ ର ଜଗନ୍ନାଥ ପରିଡାଙ୍କ ସହିତ ବ୍ରଜକିଶୋର ଗିରି, ରଜତ ପ୍ରିୟ ସାମଲ, ଏଲିନା ଘୋଷ, ଚନ୍ଦନ କାମିଲା, ସନ୍ଦୀପ ମହାନ୍ତି,ରୁଦ୍ରସାହୁ, ସୂର୍ଯ୍ୟ କୁମାର ସାହୁ,ରବି ଶଙ୍କର ସାହୁ,ଇତୁ ଦାସ,ଦେବଜ୍ୟୋତି ସାହୁ, ଶୁଭାଶିଷ ହୁଈ, ତୋଫାନ ଆଚାର୍ଯ୍ୟ, ରମେଶ ଜେନା, ଦେବବ୍ରତ ପଣ୍ଡା, ଶୁଚିସ୍ମିତା ପ୍ରଧାନ, ଏ କେ ଆବେଦ,ଜୟଦେବ ସାମଲ, ସୀମାରାଣୀ ହୁଈ ଉପସ୍ଥିତ ରହି ସହଯୋଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close