ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ନୂତନ କଂଗ୍ରେସ କମିଟିର ଗଠନ

ଯାଜପୁର;୧୧/୦୨:(ସଚ୍ଚିଦାନନ୍ଦ ନାଥଙ୍କ ଠାରୁ) ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଅଣ୍ଟିଆ ଗ୍ରାମ ପଞ୍ଚାୟତ ରେ କଂଗ୍ରେସ ନେତ୍ରୀ ସ୍ମୁତିରେଖା ପହୀଙ୍କ ଅଧ୍ୟକ୍ଷତାରେ ନୂତନ କଂଗ୍ରେସ କମିଟିର ଗଠନ କରାଯାଇଛି। ଉକ୍ତ କମିଟିରେ ଦଳକୁ ସୁଦୃଢ଼ କରିବା ପାଇଁ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ଉପସ୍ଥିତରେ କମିଟିର କର୍ମକର୍ତ୍ତା ମାନଙ୍କୁ ଚୟନ କରାଯାଇଥିଲା।

ବନମାଳୀ ରାଉତ ଙ୍କୁ ମୁଖ୍ୟ ଉପଦେଷ୍ଟା, ବିଶ୍ୱ ଭୂଷଣ ମହାପାତ୍ର ଙ୍କୁ ସଭାପତି, ରବୀନ୍ଦ୍ର ନାୟକଙ୍କୁ ଉପ ସଭାପତି, ତାପସ କାନୁନଗୋ ଙ୍କୁ ଅଣ୍ଟିଆ ଗ୍ରାମ ପଞ୍ଚାୟତର ଯୁବ କଂଗ୍ରେସ ସଭାପତି, ସୁରେଶ ମହାନ୍ତି ଙ୍କୁ ସାଧାରଣ ସମ୍ପାଦକ, ଜଗନ୍ନାଥ ଦାସ ଙ୍କୁ ସହ ସମ୍ପାଦକ ଭାବରେ ଚୟନ କରାଯାଇଥିଲା।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close