ରାଧାମାଧବ ମନ୍ଦିରରେ ଦୋଳ ମେଲଣ ଉତ୍ସବ ଉଦଯାପିତ

ବ୍ୟାସନଗର;୦୨/୦୪ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) : ବ୍ୟାସନଗର ରମ୍ପାସ ସ୍ଥିତ ରାଧାମାଧବ ମନ୍ଦିରରେ ଦୋଳ ମେଲଣ ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ଯୋଗଦେଲେ ଅନେକ ଭକ୍ତ । ପ୍ରକାଶ ଯୋଗ୍ୟ ଗତ ୨୮ ତାରିଖ ଦୋଳପୂର୍ଣ୍ଣିମାରୁ ରମ୍ପାସ  ସ୍ଥିତ  ରାଧାମାଧବ ମନ୍ଦିରରେ ଆରମ୍ଭ ହୋଇଥିଲା ମେଲଣ ଉତ୍ସବ। ଆଜି ଏହି ପୂଜା ଉଦଯାପିତ ହୋଇଯାଇଛି।।ଏହି ପରିପ୍ରେକ୍ଷୀରେ ରାଧାମାଧବ ମନ୍ଦିରରୁ ପ୍ରଭୁ ରାଧାମାଧବ ସୁସଜିତ ବିମାନରେ ଭକ୍ତମାନେ ଶୋଭାଯାତ୍ରାରେ ଭଜନ,କୀର୍ତ୍ତନ କରି ଫେରୋକ୍ରୋମ ସ୍ଥିତ ନିର୍ମଳ ବଳଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଇ ଏହି ଉତ୍ସବକୁ ସମାପନ କରାଯାଇଥିଲା।ତେବେ ପ୍ରଭୁ ରାଧାମାଧବଙ୍କ ଆଗମନରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close