ସାହିତ୍ୟ -ସଂସ୍କୃତି -ଆଧ୍ୟାତ୍ମିକ ପତ୍ରିକା ନବକାକଳୀର ଷଡ଼ବିଂଶ ବର୍ଷିକୋତ୍ସଵ

ଜଗତସିଂହପୁର; ୦୯/୦୨: (ଶୁଭେନ୍ଦୁ ନାୟକଙ୍କ ଠାରୁ) ସାହିତ୍ୟ -ସଂସ୍କୃତି -ଆଧ୍ୟାତ୍ମିକ ପତ୍ରିକା ନବକାକଳୀର ଷଡ଼ବିଂଶ ବର୍ଷିକୋତ୍ସଵ- ୨୦୨୧ ଅନୁଷ୍ଠିତ।ଏଥିସହ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ ମାନପତ୍ର ସମ୍ବର୍ଦ୍ଧନା ମଧ୍ୟ ଆୟୋଜିତ ହୋଇଥିଲା।ନବକାକଳିର ଛବିଶ ତମ ବାର୍ଷିକ ସାହିତ୍ୟ ସାଂସ୍କୃତିକ ସମାରୋହରେ ଜଗତସିଂହପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଡ. ଶମ୍ଭୁନାଥ ରାଉତ ମୁଖ୍ୟ ବକ୍ତା ଭାବେ ଯୋଗଦାନ ଦେଇ ନିଜ ବକ୍ତବ୍ୟ ରଖିଥିଲେ।     କେଳି-କାଞ୍ଚନ-  ରତ୍ନାକର  ପାଠାଗାର  ତରଫରୁ ସମସ୍ତ  ଆୟୋଜନ  ହୋଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close