ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି ଜଳେଶ୍ବର ମହୋତ୍ସବ -୨୦୨୧

ବାଲେଶ୍ୱର/ଜଳେଶ୍ୱର;୨୮/୦୧ : (ବ୍ରଜ ଗୋପାଳ ସେନଙ୍କ ଠାରୁ) ପ୍ରତିବର୍ଷ ଜାନୁଆରୀ ୨୮ ରୁ ଆରମ୍ଭ ହୋଇ ୯ଦିନଧରି ଚାଲୁଥିବା ଜଳେଶ୍ବର ମହୋତ୍ସବରେ ଏଥର କେବଳ ବିଧିରକ୍ଷା ନିମନ୍ତେ ଗୋଟିଏ ଦିନ ପାଇଁ ପାଳନ କରାଯାଇ  ଏକ ଗଣଦୌଡର   ଆୟୋଜିତ  ହୋଇଥିଲା।ଏହି ଗଣଦୈଡ ଜଳେଶ୍ୱର ତାରିଣୀ ଛକ ଠାରୁ ଆରମ୍ଭ ହୋଇ ଜଳେଶ୍ୱର ବଡବଜ଼ାର ଠାରେ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଳେଶ୍ୱର ଥାନା ଆଇ. ଆଇ. ସି ମାନସ ଦେଓ ଓ ଅଜିତ୍ ମହାନ୍ତି ,ସତ୍ୟ ସୁନ୍ଦର ଦାସ,ସମୀର ପାତ୍ର,ଦିଲୀପ୍ ଗିରି ଓ ମଦନ ମୋହନ ଦତ ଉପସ୍ତିତ ଥିଲେ.
ଜଳେଶ୍ୱର ସ୍ୱଛାସେବି ସଂଗଠନର “ମେ ଆଇ ହେଲ୍ପ ୟୁ” ର ପ୍ରତିଷ୍ଠାତା ଜଗନ୍ନାଥ ପରିଡା ଏବଂ କାଯ୍ୟକର୍ତା ସନ୍ଦୀପ ମହାନ୍ତି, ଅଜିତ ଜେନା ,ସୁଭାଶିଷ ହୁଈ ସଂଜୀବ ପାତ୍ର, ସମର ଦାସ, ଅକ୍ଷୟ ପାଣିଗ୍ରାହୀ, ଦେବିରାଣୀ ପରିଡା, ଶୁଚିସ୍ମିତା ପ୍ରଧାନ, ଜୟଦେବ ସାମଲ, ରମାକାନ୍ତ ବେହେରା ଉପସ୍ଥିତ ଥିଲେ |

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close