ସାଇ ଇଣ୍ଟରନେସନାଲ ସ୍କୁଲର ମନମାନି ଓ ଛାତ୍ରଛାତ୍ରୀଙ୍କୁ ନିଲମ୍ବନ ବିରୁଦ୍ଧରେ ଅଭିଭାବକ ସଂଘର ଶାନ୍ତିପୂର୍ଣ ଅନଶନ ଜାରି

 

ଭୁବନେଶ୍ୱର:୨୬/୦୧: ( ଜ୍ୟୋତିରଞ୍ଜନଙ୍କ ଠାରୁ) ସାଇ ଇଣ୍ଟରନେସନାଲ ସ୍କୁଲର ମନମାନି ଓ ଛାତ୍ରଛାତ୍ରୀଙ୍କୁ ନିଲମ୍ବନ ବିରୁଦ୍ଧରେ ଅଭିଭାବକ ସଂଘର ଶାନ୍ତିପୂର୍ଣ ଅନଶନ ଜାରି  ରହିଛି।  ଶାନ୍ତିପୂର୍ଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି।ରାଜ୍ୟ ସରକାର ଓ ମାନ୍ୟବର ହାଇକୋର୍ଟଙ୍କ ପ୍ରସ୍ତାବିତ ସ୍କୁଲ ଫି ଛାଡ଼ ନିର୍ଦେଶ କୁ ଅବମାନନା କରି ନିଜର ସ୍ୱାର୍ଥ ମୁତାବକ ଏକ ନୂତନ ଫି ନିର୍ଧାରଣ କରି ଅଭିଭାବକ ଉପରେ ଲଦି ଦିଆଯାଇଛି ଯାହାକି ସଂଘ ର ସମସ୍ତ ସଦସ୍ୟ ବିରୋଧ କରି ଅଣସହନକୁ ଆପଣେଇଛନ୍ତି । ଏହି ଅନଶନ ଦ୍ୱିତୀୟ ଦିନରେ ପହଂଚିବି ସାଇ ସ୍କୁଲ ର କୌଣସି ପ୍ରଶାସନିକ ଅଧିକାରୀ ଏଠି ପ୍ରତି ଦୃଷ୍ଟି ଦେଉ ନ ଥିବାର ପରିଲକ୍ଷିତ ହୋଇଛି।ଯଦି ରାଜ୍ୟ ସରକାର ଓ ସାଇ ସ୍କୁଲ କୌଣସି କାର୍ଯ୍ୟନୁଷ୍ଠାନ ନେବାରେ ବିଳମ୍ବ କରନ୍ତି ତେବେ ତୃତୀୟ ଦିନ ଠାରୁ ଆମରଣ ଅନାଶନ ର ନିଷ୍ପତି ନିଆଯାଇଛି । କୋଭିଡ଼ ନିୟମାନୁସାରେ ଆଜିର ଦିନରେ 70 ର 80 ଜଣ ସଦସ୍ୟ ଓ ସଦସ୍ୟା ଯୋଗଦାନ କରି ନିଜର ମତାମତ ଓ ପ୍ରସ୍ତାବକୁ ରଖିଥିଲେ। ଏହାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ର ହେବାର ଆଶଙ୍କା ରହିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close