ପରିବେଶ ସୁରକ୍ଷା ସଚେତନତା ଉପରେ ଦୁଇଟି ସଙ୍ଗୀତ ପ୍ରସ୍ତୁତ

ଯାଜପୁର, (ସନ୍ତୋଷ ରଥଙ୍କ ରିପୋର୍ଟ): ଯାଜପୁର ଜିଲ୍ଲା ରତ୍ନଗିରି ସ୍ଥିତ ଆଶିଷ ଡିଜିଟାଲ ଷ୍ଟୁଡିଓ ପରିସରରେ ପରିବେଶ ସଚେତନତା ପାଇଁ ଦୁଇଟି ସଙ୍ଗୀତ ପ୍ରସ୍ତୁତ କରାଯାଇଛି,ଏମ,ବି,ଟିଭି ପକ୍ଷରୁ ପ୍ଲାଷ୍ଟିକ, ପଲଥିନ ଓ ବୃକ୍ଷଲତା ସମ୍ପର୍କିତ ବିଷୟ ବସ୍ତୁ ଉପରେ ଆଧାରିତ ଏହି ସଚେତନ ଧର୍ମୀ ସଙ୍ଗୀତ ଦୁଇଟିକୁ ଓଡ଼ିଶାର ସୁନାମ ଧନ୍ୟ ଯୁବସଙ୍ଗୀତ ନିର୍ଦେଶକ ଦିନେସ ମଲିକ ନିର୍ଦେଶନା ଦେଇଥିବା ବେଳେ ଶିଶୁ କଣ୍ଠଶିଳ୍ପୀ ଦେବେଶ୍ୱର ସ୍ୱାଇଁ କଣ୍ଠଦାନ କରିଛନ୍ତି, ଏହି ଦୁଇ ଗୀତକୁ ଯାଜପୁର ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ନଳିନୀ ପ୍ରଭା ଦାସ ଗୀତ ରଚନା କରିଛନ୍ତି , ଏହି ରେକଡ଼ିଂ କାର୍ଯ୍ୟକ୍ରମରେ ଆଶିଷ ଡିଜିଟାଲ ଷ୍ଟୁଡିଓ ର ପ୍ରପାଇଟର ଓ ରେକଡ଼ିଷ୍ଟ ଆଶିଷ ଦାସ ରେକଡ଼ିଂ କାର୍ଯ୍ୟ ସମ୍ପାଦନା କରିଛନ୍ତି ,ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଘନଶ୍ୟାମ ବିଶ୍ୱାଳ, ଚଳଚିତ୍ର ନିର୍ଦେଶକ ବିରାଜ ମହାପାତ୍ର, ଅଭିନେତା ସମାଜ ସେବୀ ଜିତେନ୍ଦ୍ର ନନ୍ଦ, ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧି ସାହୁ, ପ୍ରମୋଦ କୁମାର ଦାସ, ସୁରେଶ ଚନ୍ଦ୍ର କର ଓ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସଭାପତି ତଥା ଚଳଚିତ୍ର ଅଭିନେତା ହରିହର ସ୍ୱାଇଁ, ଅନେଷଣ ଥିଏଟର ଗୃପର ସଭାପତି ତଥା ଅଭିନେତା ବୃନ୍ଦାବନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close