ରନ୍ଧନ ଗ୍ଯାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ହାଟଡ଼ିହି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ହାଟଡିହି ; ୨୩/୧୧ (ବ୍ୟୁରୋ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଯୁବ ବିଜେଡି ଓ ମହିଳା ମାନଙ୍କ ତରଫରୁ ରନ୍ଧନ ଗ୍ଯାସର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା l ଯେଉଁଥିରେ ଆନନ୍ଦପୁର ବିଧାୟକ ଭାଗୀରଥୀ ସେଠି ଯୋଗଦେଇ ଭାରତ ସରକାରଙ୍କ ଉପରେ ବିରୋଧ ଭାଷଣ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଜନମାରଣା ନୀତିକୁ କଟୁ ସମାଲୋଚନା କରିଥିଲେ । ଭାରତ ସରକାରଙ୍କ ଦ୍ଵାରା ହେଉଥିବା ବିଭିନ୍ନ ପ୍ରକାର ଯୋଜନାର ସହାୟତା କିପରି ଭାବରେ ଅଧା ରାସ୍ତାରେ ରହିଯାଉଛି ତାର ବହୁ ଉଦାହରଣ ଦେଇଥିଲେ l କେନ୍ଦ୍ର ସରକାରଙ୍କ ଉପରେ ବହୁତ୍ ବାର୍ଷିଥିଲେ ଓ ବିଡିଓଙ୍କ ଜରିଆରେ କେନ୍ଦ୍ରସରକାରଙ୍କୁ ଏକ ଅଭିଯୋଗ ପତ୍ର ଦିଆଯାଇଥିବା ସୂଚନା ମିଳିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close