ବାଲେଶ୍ୱରରେ ‘ୟାଶ୍‌’ ବାତ୍ୟା ଆରମ୍ଭର କିଛି ଝଲକ 

ବାଲେଶ୍ୱର; ୨୪/୦୫( ବ୍ରଜ ଗୋପାଳ ସେନଙ୍କ ଠାରୁ ): ବାତ୍ୟା ‘ୟାଶ୍‌’ ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଏ ନେଇ  ବାତ୍ୟା ‘ୟାଶ୍‌’ ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗକୁ ଛୁଇଁବ । ପାରାଦୀପ-ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ୍ କରିବ । ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍  କରିବ ବୋଲି ପାଣିପାଗ କେନ୍ଦ୍ର କହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ  ଏ ନେଇ ସୂଚନା ଦେଇଥିବା ସ୍ଥଳେ ୟାସ ବାତ୍ୟା ଆରମ୍ଭର କିଛି ଝଲକ  ଆଜି ଦିନ ପାଖାପାଖି ୪ଟା ସମୟରେ ଜ୍ୟୋତି ହସ୍ପିଟାଲ ରାସ୍ତା ପାଖରେ ଥିବା ଗଛ  ପବନରେ ଭାଙ୍ଗି ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ପଡିବାର ଖବର ପ୍ରକାଶ ପାଇଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close