‘ସନରାଇଜ୍ କ୍ଲବ’ ତରଫରୁ ୧ମ ଜିଲ୍ଲା ସ୍ତରୀୟ ବ୍ୟାଡ ମିଂଟନ ପ୍ରତିଯୋଗିତା ଉଦ୍‌ଘଘାଟିତ

ବ୍ୟାସନଗର, ୩୦/୧୨: ଆଜି ସନ୍ଧ୍ୟାରେ ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ପନାସିଆ ଠାରେ ‘ସନରାଇଜ୍ କ୍ଲବ’ ତରଫରୁ ଏକ ଦିବାରାତ୍ର ଜିଲ୍ଲା ସ୍ତରୀୟ ୧ମ ବ୍ୟାଡ ମିଂଟନ ପ୍ରତିଯୋଗିତା ଉଦ୍‌ଘଘାଟିତ ହୋଇଯାଇଛି । ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଫିତା କାଟି ପ୍ରତିଯୋଗିତାକୁ ଉଦ୍‌ଘାଟିତ କରିଥିଲେ । ଏଥିରେ ସାମ୍ବାଦିକ ସନ୍ତୋଷ କୁମାର ରଥ ଓ ବିନୟ କୁମାର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ଜିଲ୍ଲାର ୦୮ଟି ଦଳ ଭାଗ ନେଇଛନ୍ତି । ‘ସନରାଇଜ୍‌’ କ୍ଲବର ସୁଧାଂଶୁ ନାଥ, ଆଶିଷ ଦାସ, ରମେଶ ପୃଷ୍ଟି, ବି. ମୋହନ, ସୁରେଶ କୁମାର ଦାସ, ବିଜୟ କୁମାର ବେହେରା ପ୍ରମୁଖ ଟୁର୍ଣ୍ଣାମେଂଟକୁ ପରିଚାଳନା କରୁଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close