ବିଜେଡି ଓ ବିଜେପି ମଧ୍ୟରେ ଗୋଷ୍ଠୀ ସଂଘର୍ଷ , ୨୦୦ରୁ ଅଧିକ ଆହତ

ଯାଜପୁର ; ୨୪/୧୨ : (ବସନ୍ତ କୁମାର ପତ୍ରଙ୍କ ଠାରୁ) ଯାଜପୁର ଜିଲ୍ଲା ବରୀ ବ୍ଲକ ସମ୍ମୁଖରେ ଗତକାଲି ବିଜେଡି ଓ ବିଜେପି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବାର ସୂଚନା ମିଳିଛି। ସୂଚନାନୁଯାୟୀ ବରୀ ବ୍ଲକଉନ୍ନୟନ କାମକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ହୋଇଥିଲା ଆମନା-ସାମନା । ଏଥିରେ ଗୋଷ୍ଠୀ ସଂଘର୍ଷ ଘଟି ୨୦୦ରୁ ଅଧିକ ଲୋକ ଆହତ ଥିବାସ୍ଥଳେ ଅନେକ ମୋଟର ସାଇକେଲ ସହ କାର ଭଙ୍ଗା ରୁଜା ହୋଇଥିବାର ଖବର ମିଳିଛି।  ପରିସ୍ଥିତିକୁ ନଜରରେ ରଖି ସେଠାରେ ପୋଲିସ ମୃତୟନ କରାଯାଇଥିବା ସ୍ଥଳେ ପ୍ରଶାସନ ତରଫରୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close