ଗ୍ରାମରେ ଭାଇଚାରା ସୃଷ୍ଟି କରିବା ପାଇଁ ଯୁବଗୋଷ୍ଟି ପକ୍ଷରୁ କ୍ରିକେଟ ଟୁର୍ନାମେଣ୍ଟ

ବ୍ୟାସନଗର;୦୮/୦୨: (ବିଶ୍ବରଞ୍ଜନ ପଟ୍ଟନାୟକଙ୍କ ଠାରୁ) ବ୍ୟାସନଗର ପୌର ପରିଷଦର ଚୋରଦା ଗ୍ରାମରେ ଭାଇ ଚାରା ରଖିବା ପାଇଁ ଗ୍ରାମରେ ଥିବା ବିଭିନ୍ନ କ୍ଳବ ପକ୍ଷରୁ କ୍ୱିକେଟ ଟୁନା ମେଣ୍ଟ ଅନୁଷ୍ଠିତ ହେଉଛି l ଏହି ଭାଇଚାରା ଟୁଣ୍ଣାମେଣ୍ଟ ମହାବୀର କ୍ଲବ ଆୟୋଜନରେ ଏକୋଇସି ତମ ରବିବାର ମେଳଣ ପଡିଆ ରେ ଆରମ୍ଭ ହୋଇଛି, ଏହି ଟ୍ରୁନା ମେଣ୍ଟ ଦୁଇ ଦିନ ଧରି ଚାଲିବ । ପ୍ରଥମ ଦିନରେ ଚୋରଦାର ଛଅ ଗୋଟି ଦଳ ଯୋଗ ଦେଇଥିଲେ , ଚଣ୍ଡୀ କ୍ଲବ, ଆରିୟନ କ୍ଲବ, ଶକ୍ତି କ୍ଲବ, ୟୁବା କ୍ଲବ, ମହାବୀର କ୍ଲବ, ମହାବୀର ଜୁନିୟର କ୍ଲବ, । ଆରିୟନ କ୍ଲବ ଫାଇନାଲକୁ ଯାଇଥିବା ବେଳେ , ମହାବୀର ଜୁନିୟର ଓ ମହାବୀର ସିନିୟର କ୍ଲବ ସେମି ଫାଇନାଲକୁ ଯାଇଛନ୍ତି। ଏଇ ଖେଳ ଚୋରଦା ଗ୍ରାମ ଏକ ଭାଇଚାର କୁ ନେଇ ପ୍ରତେକ ବର୍ଷ ଅନୁଷ୍ଠିତ ହୁଏ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close