ସ୍ଥାନୀୟ ନିଯୁକ୍ତି ଦାବିରେ ସୁକିନ୍ଦା ବିଜେପି ପକ୍ଷରୁ ବିଶାଳ ଶୋଭାଯାତ୍ରା

 

କାଳିଆପାଣି ; ୧୬/୧୨: ( ରବୀନ୍ଦ୍ର କୁମାର ଭଞ୍ଜଙ୍କ ଠାରୁ) ସ୍ଥାନୀୟ ବେକାରୀଙ୍କୁ ନିଯୁକ୍ତି ଓ ଛଟେଇ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି। ୧୪୪ ଧାରାକୁ ବିରୋଧ କରି ସୁକିନ୍ଦା ବିଜେପି ନେତା ପ୍ରଦୀପବଳ ସାମନ୍ତ (ଟୁଟୁ ଭାଇ)ଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କର୍ମୀ କାଳିଆପାଣି ଓଏମ ସି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ ପାଇଁ ଅତିରିକ୍ତ ଏସପି, ସୁକିନ୍ଦା ତହସିଲଦାର ଓ ୪ଟି ଥାନାର ଥାନା ଅଧିକାରୀ ସମେତ ୩ପ୍ଲାଟୁନ ପୋଲିସ ମୃତୟନ କରାଯାଇଥିଲା। ଘଟଣା ସ୍ଥଳରେ ପୋଲିସ ଓ ବିଜେପି କର୍ମୀ ମୁହାଁ ମୁହିଁ ହୋଇଥିବା ସୂଚନା ମିଳିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close