ମେ ଆଇ ହେଲ୍ପ ୟୁ ତରଫରୁ ସହାୟତା

ବାଲେଶ୍ୱର/ଜଳେଶ୍ୱର;୨୫/୦୨:(ବ୍ରଜ ଗୋପାଳ ସେନ୍ ଙ୍କ ଠାରୁ) ୨୪ରିଖ  ସନ୍ଧ୍ୟାରେ ଜଳେଶ୍ୱର ବାୟପାସ ଠାରେ ରାୟରାମଚନ୍ଦ୍ର ପୁର ରୋଡ଼ ପୋଲ ଉପରେ ହଠାତ ସଂଗଠନ ଜଣେ ମାଆ କୁ ଏକ ଦୁଇ ଚକିଆ ଜାନ ଜଣେ ବୃଦ୍ଧ ଅସହାୟ ନିରୀହ ଅଚିହ୍ନା ମହିଳା ଗୁରୁତ୍ୱର ଅବସ୍ଥା ରେ ମେ ଆଇ ହେଲ୍ପ ୟୁ ମୋ ପରିବାର ସାମଜିଜ ଅନୁଷ୍ଠାନର କାଯ୍ୟକର୍ତ୍ତା ସତ୍ୟବ୍ରତ ପ୍ରାମାଣିକ ବାଲେଶ୍ୱରରୁ ଘରକୁ ଫେରୁଥିବା ବେଳେ ଦେଖିବାକୁ ପାଇଲେ, ଏହା ପରେ ସଂଗଠନ ନମ୍ବର ଖବର ଦେଲା ପରେ ମେ ଆଇ ହେଲ୍ପ ୟୁ ତରଫରୁ ଜଗନ୍ନାଥ ପରିଡା ଏବଂ ହରିଶଙ୍କର ପଣ୍ଡା,ଅକ୍ଷୟ ଜେନା,108 ଆମ୍ବୁଲାନ୍ସ ଯୋଗେ ସରକାରୀ ଡାକ୍ତର ଖାନା ଜି କେ ଭଟ୍ଟର ସଙ୍ଗେ ସଙ୍ଗେ ନେଇ ଚିକତ୍ସା ବ୍ୟବସ୍ତା ସହ ଔଷଧ ଶୁଖିଲା ଖାଦ୍ୟ ଏବଂ ଡାକ୍ତର ସଞ୍ଜୟ କୁମାର ପଣ୍ଡା ରହି ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ଦ୍ୱାରା ଚିକିତ୍ସିତ କରାଇଥିଲେ, ବୃଦ୍ଧା ମହିଳା ଜଣକ ବୟସ ସୋତୁରି ହେବ ତାଙ୍କ ନାମ କହି ପାରୁନାହାନ୍ତି, ତାଙ୍କ ମୁଣ୍ଡ ମାଡ଼ ହେଇଛି ଶରୀରରେ ଅନେକ ଖତ ହେବା ଯୋଗୁଁ କଷ୍ଟ ହେଉଅଛି ଡାକ୍ତର ସହ କଥା ହେବା ପରେ ସେ ସବୁ ଚିକିତ୍ସା ବ୍ୟବସ୍ତା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close