ଡି ଏଲ ଏଫ ସାଇବର ସିଟି ଫ୍ରେଣ୍ଡସ ଗ୍ରୁପ ଦ୍ୱାରା ଆୟୋଜିତ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ ୨୦୨୦

ଭୁବନେଶ୍ୱର , ; ୧୩/୧୨ : ( ଜ୍ୟୋତି ରଞ୍ଜନଙ୍କ ଠାରୁ)    ପ୍ରତିବର୍ଷ ଭଳି ଏ ବର୍ଷ ସାଇ ସ୍କୁଲ ନିକଟସ୍ଥ ପଡ଼ିଆରେ ଡି ଏଲ ଏଫ ସାଇବର ସିଟି  ଫ୍ରେଣ୍ଡସ ଗ୍ରପ ତରଫରୁ ଅନୁଷ୍ଠିତ ହୋଇଯାଇଛି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ ୨୦୨୦। ଏହି ଟୁର୍ଣ୍ଣାମେଂଟ  ୪ବର୍ଷ  ଧରି ଅନୁଷ୍ଠିତ ହୋଇ ଆସୁଛି।୮ଟି ଟିମକୁ ନେଇ ୨୫ଟି ମେଚ ଖେଳାଯାଇଥିଲା । ଏହି ଦିବା ରାତ୍ର ଟୁର୍ଣ୍ଣାମେଂଟରେ ସୁବ୍ରତ ସରଙ୍ଗୀ,କ୍ରୀଷ୍ଣା ନାୟକ ଚମ୍ପିୟାନ ଓ ସୁସୁୁୁତ ସ୍ବାଇଁ, ରଜନିକାନ୍ତ ରଣସପ ହୋଇଥିଲେ। ଟୁର୍ଣ୍ଣାମେଂଟ କୁ ପ୍ରଭାତ ପାଇକରାୟ , ମନୋଜ ମହାନ୍ତି,ଅଜୟ ରାଉତ,ପଙ୍କକ ସରଙ୍ଗୀ, ଚିନମୟ  ପୃୃଷ୍ଟି ପରିଚାଳନା କରିଥିଲେ। ଏହି ଅବସରରେ ଆଗାମୀ ବର୍ଷ ଅଧିକ ଟିମ ଯୋଗ ଦେବାର ଆଶା ରଖାଯାଇଛି ବୋଲିି ଜ୍ୟୋତି ମତ ରଖିଥିଲେ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close