କୁଆଖିଆରେ ଅଙ୍ଗନୱାଡୀ ଦିଦିଙ୍କ ଘରୁ ଲକ୍ଷାକ୍ôଷକ ଟଙ୍କାର ସୁନା ଲୁଟ

କୁଆଖିଆ, ୦୬/୧୨(ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ବାହାଦଲାପୁର ଗ୍ରାମ ପଂଚାୟତ ଓ କୁଆଖିଆ ଥାନା ଅର୍ନ୍ତଗତ ଗରୀପୁର ଗ୍ରାମର ଅଙ୍ଗନୱାଡୀ ଦିଦିଙ୍କ ଘରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୩୦ମି. ସମୟରେ ପ୍ରେସର କୁକର ସଜାଡିବା ଆଳରେ ୦୨ଜଣ ଯୁବକ ବାଇକରେ ଆସି ପହଂଚିଥିଲେ । ପ୍ରେସରକୁକର ଓ ସୁନା ସଫା କରିବା ଆଳରେ ସେମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଥିବା ଘଟଣା ଆଜି କୁଆଖିଆ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close