କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିତୀୟ ପର୍ଯ୍ୟାୟ ଟୀକାଦାନ ସମାପିତ

କଟକ: କଟକ ସଦର ବ୍ଲକ କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଦିତୀୟ ପର୍ଯ୍ୟାୟ କରୋନା ଟୀକାଦାନ କାର୍ଯ୍ୟକ୍ରମର ପ୍ରଥମ ଦିବସ ଓ ଦିତୀୟ ଦିବସ ଦୁଇ  ଦିନରେ ୨୩୭ ଜଣ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀମାନେ ଟୀକା ଗ୍ରହଣ କରିଥିବା ବେଳେ ୧୫୧ ଜଣ ବରିଷ୍ଠ ନାଗରିକ ସର୍ବମୋଟ ୩୮୮ ଜଣଙ୍କୁ  ଟୀକା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୪୨ ମୌଜ଼ା ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ଦେଶକ ଡାକ୍ତର ବସନ୍ତ କୁମାର ସାହୁ, ଆୟୁଷ ଡାକ୍ତର ସଂଜୀବ କୁମାର ମହାନ୍ତି, ଡାକ୍ତର ରାକେଶ କୁମାର ଜେନା, ସ୍ୱାସ୍ଥ୍ୟ ପରିଦର୍ଶିକ ନିଗମାନନ୍ଦ ମହାନ୍ତି, ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରାଣୀ ଦାଶ, ସ୍ୱାସ୍ଥ୍ୟକର୍ମୀ ଜିନୁଵାଳା ସାମନ୍ତରାୟ, ଶିବାନି ବୋଷ, ରଂଜିତା ସ୍ୱାଇଁ, ଭାରତୀ ଦାଶ, ବେଲାରାଣୀ କୁଅଁର, ରତ୍ନମଞ୍ଜରୀ ଆଚାର୍ଯ୍ୟ, ନିର୍ମଳା ପଣ୍ଡା, ଅଶୋକ ବେହେରା, ପ୍ରତାପ ସେଠୀ, ବିକାଶ ନାୟକ, ଫର୍ମାସିଷ୍ଟ ଦେବରାଜ ବିଶ୍ୱାଳ, ଷ୍ଟାଟିଷ୍ଟିକାଲ ସହକାରୀ ସୁଧୀରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close