ବଜରଙ୍ଗ ଦଳ ତରଫରୁ ଜଖପୁରାରେ କମ୍ବଳ ବଂଟନ

ଯାଜପୁର, ୩୦/୧୧(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର ଦାନଗଦି ବ୍ଲକର ଜଖପୁରା ଠାରେ ଆଜି ସୋମବାର ବଜରଙ୍ଗ ଦଳ ଦାନଗଦି ପ୍ରଖଣ୍ଡ ତରଫରୁ ଜଖପୁରା ବୃଦ୍ଧାଶ୍ରମରେ କମ୍ବଳ ଓ ରନ୍ଧା ଖାଦ୍ୟ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦାନଗଦି ପ୍ରଖଣ୍ଡ ସଂଯୋଜକ ମୀଲନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରହ୍ଲାଦ ସାହୁ, ଜନାର୍ଦ୍ଦନ ଧଳ, ଆନନ୍ଦ ନାୟକ, ଲୁନା ସାହୁ, ଗଜେନ୍ଦ୍ର କାଣ୍ଡା, ଅମିଗା ଭାଇ, ଜେନାମଣି ଭାଇ, ଚନ୍ଦନ ଭାଇ, ସମାଜସେବୀ ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close