ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇଚକିଆ ଚଳକଙ୍କ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ ; ୨୯/୧୧ : କେନ୍ଦ୍ର/ରାଜ୍ୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ନଭେମ୍ବର ୨୬ରେ ଏକ ନିର୍ଦେଶନାମ ଜାରି କରାଯାଇଛି। ଏହି ନିଷ୍ପତ୍ତି ଜୁନ ୨୦୨୧ରୁ ଲାଗୁ ହେବ ବୋଲି କୁହାଯାଇଛି। ରାସ୍ତାରେ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଇ ଚକିଆ ଗାଡ଼ି ଚାଳକଙ୍କ ଦ୍ୱାରା ବହୁ ସଡ଼କ ଦୁର୍ଘଟଣାରେ ନିରୀହ ଲୋକଙ୍କ ମୃତ୍ୟୁ ଘଟୁଛି। ଗାଡି ଚାଳକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସରକାର ଆଇ ଏସ ଆଇ ମାର୍କ ଥିବା ହେଲମେଟାକୁ ବାଧ୍ୟତାମୂଳକ କରିଛନ୍ତି। ଗାଡି ଚାଳକ ନିମ୍ନ ମାନର ହେଲମେଟ ବ୍ୟବହାର କରୁଥିବା ସ୍ଥଳେ ଦୁର୍ଘଟଣା ସମୟରେ ସେମାନଙ୍କ ଜୀବନ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡୁଛି। ହେଲମେଟ ନ ଥିଲେ କିମ୍ବା ନିମ୍ନ ମାନର ହେଲମେଟ ବ୍ୟବହାର କରୁଥିଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ସୂଚନା ରହିଛି। ଦେଶ ତଥା ରାଜ୍ୟରେ ଦୁର୍ଘଟଣା ବଢ଼ୁଥିଲେ ବି ଲୋକମାନେ ହେଲମେଟ ପିନ୍ଧିବାକୁ ହେୟଜ୍ଞାନ ମନେ କରୁଛନ୍ତି। ଦୁର୍ଘଟଣାରେ  ୨୦୧୯ରେ ଯେଉଁ ମାନଙ୍କର ମୃତ୍ୟୁ ଘଟିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ନ ପିନ୍ଧିଥିବା ଲୋକ। ଏ ନେଇ ପୋଲିସ ଡିଜିଙ୍କୁ  ଚିଠି ଲେଖିଛନ୍ତି ପ୍ରମୁଖ ସଚିବମଧୁସୂଦନ ପାଢ଼ୀ। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close