ୱେଷ୍ଟ ବେଙ୍ଗଲରୁ ଭୁବନେଶ୍ୱର ଯିବା ରାସ୍ତାରେ ଏକ ମର୍ମନ୍ତଦ ସଡ଼କ ଦୁର୍ଘଟଣା

ବାଲେଶ୍ୱର/ଜଳେଶ୍ୱର ; ୦୬/୦୩ ( ମୃତ୍ୟୁଞ୍ଜୟ ବାରିକ /ବ୍ରଜଗୋପାଳ ସେନଙ୍କଠାରୁ ) ଆଜି ସକାଳ ୯ଟା ରୁ ୯:୩୦ମିନିଟ୍ ସମୟରେ ହସ୍ପିଟାଲ୍ ନିକଟସ୍ତ ଏନ ଏଚ -୬୦ ବ୍ରିଜ ଉପରେ ୱେଷ୍ଟ ବେଙ୍ଗଲରୁ ଭୁବନେଶ୍ୱର ଯିବା ରାସ୍ତାରେ ଏକ ମର୍ମନ୍ତଦ ସଡ଼କ ଦୁ୍ର୍ଘଟଣା ଘଟିଛି କାର୍ ନଂ.WB02AL6600 । କାରଟି ନିଜ ଭାରସାମ୍ୟ ହରାଇ ପାଲ୍ଟିଯାଇଥିଲା। କାର୍ ଭିତରେ ଡ୍ରାଇଭର ଓ ଅନ୍ୟ ଜଣେ ଥିଲେ । ଦୁଇ ଜଣଙ୍କୁ  ଜି କେ ସରକାରୀ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଉଛି।  ଘଟଣା ସ୍ଥଳରେ  ଜଳେଶ୍ୱର ପୋଲିସ୍ ପହଞ୍ଚି କାର ଟିକୁ ଜବତ କରିବା ସହ  ଯାଞ୍ଚ ଚଳାଇଛନ୍ତି। ବିଶେଷ  ସୁତ୍ରରୁ ଜଣା ପଡୁଛିକି ଦୁହେଁ ମଦ୍ୟପାନ କରି କାର୍ ଚଳାଉଥିବା ବେଳେ କାରଟି ଭାରସାମ୍ୟ  ହରାଇ ଓଲଟି ପଡ଼ିଛି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close