ପାରାଦୀପରେ ‘ଜିଓ’ ନେଟୱାର୍କ ଫେଲ; ଉପଭୋକ୍ତା ହୀନସ୍ତା

ପାରାଦୀପ, ୦୮/୧୧(ଚକ୍ରଧର ଦାସଙ୍କ ଠାରୁ): କରୋନା କଟକଣା ଯୋଗୁ ସ୍କୁଲ, କଲେଜସବୁ ବନ୍ଦ ଅଛି । ଛାତ୍ରଛାତ୍ରୀମାନେ ଘରେ ରହି ଅନଲାଇନରେ ପାଠ ପଢ଼ୁଛନ୍ତି । ହେଲେ ବନ୍ଦରନଗରୀ ଜିଓ ନେଟୱାର୍କ ରହୁନ ଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପିଲାମାନଙ୍କ ପାଠ ପଢ଼ାରେ ସମସ୍ୟା ଦେଖାଦେଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close