ବଜରଙ୍ଗ ଦଳ କେନ୍ଦ୍ରାପଡା ନଗର ତରଫରୁ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା, ୦୭/୧୧(ରାଜକିଶୋର ନାୟକଙ୍କ ଠାରୁ): ରାମମନ୍ଦିର ନିର୍ମାଣ ନିମନ୍ତେ ହଜାର ହଜାର କର ସେବକ ବଳିଦାନ ଦେଇଥିଲେ । ସେହି ବୀରମାନଙ୍କ ଉଦେଶ୍ୟରେ ବଜରଙ୍ଗ ଦଳ ଏହି ଦିବସକୁ ହୁତାତ୍ମା ଦିବସ ରୂପେ ପାଳନ କରୁଅଛି । ଏହି ଉପଲକ୍ଷେ ବଜରଙ୍ଗ ଦଳ କେନ୍ଦ୍ରାପଡା ନଗର ତରଫରୁ କେନ୍ଦ୍ରାପଡା ଵାଲାବାବା କ୍ଲବରେ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ଏଥିରେ ୭୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶତାଧିକ କାଯ୍ୟକର୍ତା ଯୋଗ ଦେଇ ରକ୍ତ ଦାନ କରି ଶିବିରକୁ ସଫଳ କରିଥିଲେ ।  

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close