ବ୍ୟାସନଗର ସହର ଏନସି ହାଇସ୍କୁଲର ୧୯୯୫ ବ୍ୟାଚ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ଯାଜପୁର,୨୧:୧(ସନ୍ତୋଷ ରଥଙ୍କ ଠାରୁ): ଯାଜପୁରର ବ୍ୟାସନଗର ସହରର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ। ଯାଜପୁର ଜିଲ୍ଲାର ବ୍ୟାସନଗରର ସବ୍ର ପୁରାତନ ବିଦ୍ୟାଳୟ ଏନସି ହାଇସ୍କୁଲ ୧୯୯୫ ବ୍ୟାଚର ପୁରାତନ ଛାତ୍ର ମାନେ ବ୍ୟାସନଗରର ବ୍ୟାସସରୋବର ପିଠ ଆମ୍ବଟୋଟା ଠାରେ ଏକ ବନ୍ଧୁମିଳନ ଓ ଗୁରୁଜୀଙ୍କୁ ସମ୍ବନ୍ଧନା ସଭା ହୋଇଯାଇଛି । ଗୁରୁ ମଙ୍ଗୁଳି ଚରଣ ଦାସ, ନବଘନ ସାହୁ, ପ୍ରଫୁଲ୍ଲ କୁମାର ସାମଲ, ଗୋପାଳ ଚନ୍ଦ୍ର ଦାସ, ଜୋନ୍ସାରାଣୀ ଦାସ ଙ୍କୁ ପୁଷ୍ପ ଗଛ ଉତ୍ତରଣୀୟ ଦେଇ ସମଧନା କରାଯାଇଥିଲା।ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କାହୁଁଚନ୍ଦ୍ର ନାଥ,ସବ୍ୟସାଚୀ ମହାପାତ୍ର, ଗୋଉରହରି ଦାସ, କିଶୋର କୁମାର ରାଉତ, ଅମଜାଦ ଖାନ୍, ଶ୍ରୀକାନ୍ତ ସାହୁ, ସରୋଜ କୁମାର ନାୟକ, ରଶ୍ମିରଞ୍ଜନ ଶ୍ୟାଇଁ ଦେବାଶିଷ ମହାନ୍ତି  ପ୍ରମୁଖ ପୁରାତନ ଛାତ୍ର ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close