ଯାଜପୁରରୋଡ଼ ଉପ-ଡ଼ାକ ଘରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବ୍ୟାସନଗର, ୩୧/୦୫ (ଉ. ନ୍ୟୁଜ୍ ବ୍ୟରୋ): ଯାଜପୁରରୋଡ ସ୍ଥିତ ମୁଖ୍ୟ ଡାକ ଘରେ ଆଜି ପୂର୍ବାହ୍ନରେ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ (ଆଇପିପିବି) ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ପ୍ରବନ୍ଧକ, ଆଇପିପିବି, ଯାଜପୁର ମନୋଜ କୁମାର ଦାସ, ଆଇପିଓ, ଯାଜପୁରରୋଡ଼ ରାଜେନ୍ଦ୍ର କୁମାର ପୃଷ୍ଟି, ଯାଜପୁରରୋଡ଼ ରେଲୱେ ଷ୍ଟେସନ ମୁଖ୍ୟ ପୋଷ୍ଟମାଷ୍ଟର ଦେବରଂଜନ ଦେଓ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close